ପିଲିପିୟ
ପିଲିଫିଅ ମଣ୍ଡଳୀର ବିଶ୍ୱାସୀମାନଙ୍କୁ ପାଉଲଙ୍କ ପତ୍ର
ପିଲିପିୟ ମଣ୍ଡଲିର୍ ବିସ୍ବାସିମନ୍କେ ପାଉଲ୍ ଚିଟି ଲେକ୍ଲାଟା
ଏ ବଇର୍ ବିସଇ ପଦେକ୍ ଜାନ୍ବାଟା
ଜିସୁକିରିସ୍ଟ ଜନମ୍ ଅଇକରି ୬୧ ବରସ୍ ପଚେ ପାଉଲ୍ ପିଲିପିଅ ମଣ୍ଡଲିର୍ ବିସ୍ବାସିମନର୍ ଲଗେ ଏ ଚିଟି ଲେକିରଇଲା । ଏ ଚିଟି ପାଉଲ୍ ରମ୍ ରାଇଜେ ବନ୍ଦି ରଇଲାବେଲେ ଲେକିରଇଲା ୧:୧୩ ।
ପିଲିପି ସଅରେ ରଇବା ମଣ୍ଡଲିମନ୍କେସେ ଏ ଚିଟି ଲେକାଅଇରଇଲା । ଆମେ ପେରିତ୍ ବଇଟାନେ ମିସା କେତେଟା ବିସଇ ପିଲିପିୟ ବଇର୍ ବିସଇ ଜାନିପାରିଅଇସି । ପିଲିପି ମାକିଦନିଆର୍ ରାଜ୍ଦାନି ରଇଲା । ଏଟା ମାକିଦନିଆଇ ତିଆର୍ ଅଇରଇବା ପର୍ତୁମ୍ ମଣ୍ଡଲି ରଇଲା । ଏ ମଣ୍ଡଲି ପାଉଲ୍ ଆରି ସିଲା ମିସିକରି ଆରାମ୍ କରିରଇଲାଇ । ଆରି ତେଇ ରଇଲାବେଲେ ଗଟେକ୍ ରାତିର୍ପାଇ ସେମନ୍କେ ବନ୍ଦିକରି ସଙ୍ଗଇରଇଲାଇ ପେରିତ୍ ୧୬ ।
ପାଉଲ୍ ଏ ଚିଟି ଲେକ୍ବାକେ କେତେଟା ଆଦେସ୍ ରଇସି ମିସା । ସେ ବନ୍ଦି ରଇବା ବିସଇ ସୁନି ମଣ୍ଡଲିର୍ ଲକ୍ମନ୍ ଚାନ୍ଦା ଉଟାଇକରି ପାଟାଇରଇଲାଇଜେ ସେମନ୍କେ ଦନିଅବାଦ୍ ଦେବା ଉଦେସେ ଚିଟି ଲେକ୍ଲାଆଚେ ୪:୧୦-୧୯ । ସେ ମିସା ତାର୍ ବନ୍ଦିରଇଲା ବେଲର୍ ଟିକିନିକି ବିସଇ ମଣ୍ଡଲିତେଇ ତିମତିକେ ଆରି ଏପ୍ରାପଦିତ୍କେ ଜାନାଇଦେଲାନି । ବିସ୍ବାସିମନ୍ ଜେନ୍ତିକି ସେମନ୍କେ ମାନିକରି ଜୁଆର୍ ଜାନାଇବାଇ ଆରି ତାକର୍ ଦାଇତେ ନାମିକରିରଇବାଇ ୨:୧୯-୩୦ ।
ଏ ବଇ ବିତ୍ରେ ରଇଲାଟା
୧. ପିଲିପିୟ ମଣ୍ଡଲିକେ ପାଉଲ୍ ଜୁଆର୍ ଜାନାଇବାଟା । ୧:୧-୨
୨. ପାଉଲର୍ କସ୍ଟ ପଡିରଇଲାଟା ଆରି ବାବ୍ବାଟା । ୧:୩–୨:୩୦
୩. ବିସ୍ବାସିମନ୍ କିରିସ୍ଟକେ ବିସ୍ବାସ୍କରି ଜିଉନାକାଉନା କର୍ବାକେ ପାଉଲ୍ ତିଆରି ଆଚେ । ୩:୧–୪:୯
୪. ପାଉଲ୍ ଚାନ୍ଦାକରି ଦାନ୍ ଦେବାକେ ପିଲିପେ ରଇବା ମଣ୍ଡଲିର୍ ବିସ୍ବାସିମନ୍କେ ଜୁଆର୍ ଆରି ଦନିଅବାଦ୍ ଜାନାଇଆଚେ । ୪:୧୦-୨୩