୨ ୟ ଜଅନ୍
ଯୋହନ ଲେଖିଥିବା ଦ୍ୱିତୀୟ ପତ୍ର
ଜଅନ୍ ଦୁଇପାଲି ଚିଟି ଲେକ୍ଲାଟା
ଏ ବଇର୍ ବିସଇ ଜାନ୍ବାଟା
ଜଅନ୍ ଲେକ୍ଲା ଦୁଇଟା ଚିଟି ଜିସୁକିରିସ୍ଟ ଜନମେଅନି ୧୦୦ କିରିସ୍ଟାବ୍ଦରେ ପେରିତ୍ ଜଅନର୍ ଲାଗି ଲେକା ଅଇରଇଲା । ଜଅନ୍ ନିଜ୍କେ ଲେକିଆଚିବଲି ଜାନାଏନାଇ । ତାର୍ ବାଦୁଲେ ସେ ନିଜ୍କେ ପାର୍ଚିନ୍ ବଲିକରି ଜାନାଇ ଅଇଲାନି । ଜଅନର୍ ଦୁତିଅ ଚିଟିର୍ ବିସଇ ସଙ୍ଗ୍ ଜଅନ୍ ଲେକ୍ଲା ସୁସମାଚାର୍ ରଇବା ବିସଇ ସଙ୍ଗେ ସମାନ୍ । ଏଟା ସତ୍ସଙ୍ଗ୍ ଜିସୁକେ ଜଅନ୍ ଇସାବେ ସେ ଗଟେଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କର୍ବା ସମାନ୍ । ଜିସୁର୍ ଆଦେସ୍କେ ମନ୍ଦେବାଇ, ସେ ରକାମ୍ ଜିସୁର୍ ଆଦେସ୍କେ ମାନ୍ବାଟା ଅଇଲାନି, ତାକେ ଆଲାଦ୍ କର୍ବାର୍ ଜଅନ ୧:୫-୬;୧:୬;୧୦ ।
ଏଟା ବିସ୍ବାସ୍ କରିଅଇସିଜେ, ଜଅନ୍ ଜେଡେବେଲେ, ଏପିସିଏ ବାସାଅଇ ରଇଲା, ସେ ସୁବ୍କବର୍ ସଙ୍ଗ୍ ତାର୍ ତିନ୍ଟା ଚିଟି ମିସା ଲେକି ରଇଲା । ସେଟା ଅଇଲାନି ୧ ଜଅନ, ୨ ଜଅନ, ଆରି ୩ ଜଅନ୍
ଏ ବଇବିତ୍ରେ ରଇବା ବିସଇ
୧. ଜଅନ୍ ଏ ଚିଟି କାର୍ପାଇ ଲେକ୍ଲାନି ଏଟା କଇ ତାର୍ ବିସ୍ବାସ୍ କର୍ବା ଲକ୍ମନ୍କେ ଜୁଆର୍ ଜାନାଇଲାନି । ୧:୧-୩
୨. ଜଅନ୍ ତାର୍ ମଣ୍ଡଲିମନ୍କେ ସାଆସ୍ଦେଇକରି ବଡ୍ ଆଦେସର୍ ବିସଇ ମନେ ଏତାଇଦେଲାନି । ୧:୪-୬
୩. ସେ ମିଚ୍ସିକିଆ ଦେଉ ମନର୍ ବିସଇ ଜାଗର୍ତା କଲାନି । ୧:୭-୧୧
୪. ସେ ଜନ୍ଲଗେ ବାସାଅଇ ଆଚେ ତେଇର୍ ବିସ୍ବାସିମନ୍କେ ଜୁଆର୍ ଜାନାଇକରି ଏ ଲେକା ସାରାଇଆଚେ । ୧:୧୨-୧୩