ପିଲିମନ୍
ଫିଲିମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ପିଲିମନ୍ ହାକ୍ ପେରିତ୍ ପାଉଲାର୍ ଚିଟି
ପିଲିମନ୍ ଚିଟି ବିସୟେ ହଃଦେକ୍
ଇ ପିଲିମନ୍ ପୁସ୍ତକ ପେରିତ ପାଉଲ ଲେକିଆଚେ ୧:୧ । ପାଉଲ ଇ ଚିଟି ଲେକ୍ତାବଃଳ୍ ଅଃଉଁ ହାରେ ସେ ଜଃୟ୍ଲେ ରିଲା, ବଃଲେକ୍ ତାର୍ ଅଃର୍ତ୍ ସେ ରମିୟ ଗଃଳାର୍ ଜଃୟ୍ଲେ ରିଲା । ଜଦି ସେ ରମ୍ ରିଲା ତଃବେ ଜିସୁକ୍ରିସ୍ଟର୍ ଜଃଲମାର୍ ହାକାହାକି ୬୧ ମସିଆ ବିତ୍ରେ ଲେକି ରଃୟ୍ଦ୍ କଲସି ମଣ୍ଡ୍ଳିକେ ହେଁ ସେ ସଃମାନ୍ ସଃମୟ୍ ବିତ୍ରେ ଲେକି ଆଚେ ।
ସେ ଇ ଚିଟି ପିଲିମନ୍ ନାଉଁଆର୍ ମାନାୟ୍କେ ଲେକିଆଚେ । ପିଲିମନ୍ ମଣ୍ଡ୍ଳିର୍ ଗଟ୍ ମେମର୍ ରିଲା ଆର୍ ଗତିଦଃଙ୍ଗ୍ଳାମଃନାର୍ ମୁଳିକା ରିଲା । ଗତିଦଃଙ୍ଗ୍ଳା ଅନିସିମ ତିତସ୍ ତଃୟ୍ ହୁଣି ହଃଳାୟ୍ ଜାୟ୍ରିଲା ଅୟ୍ଲେକ୍ ହେଁ ତାକେ ଦଃଣ୍ଡ୍ ନଃଦେଉଁକେ ପାଉଲ ଚିଟି ଲେକୁଲା । ରମିୟ୍ ବିଦି ହଃର୍କାରେ ଅନିସିମକେ ପିଲିମନ୍ ମଃର୍ନ୍ ଦେତାର୍ ନିୟମ୍ ରିଲି । ପାଉଲ ଅନିସିମ ବାଟ୍ ଅୟ୍କଃରି ପିଲିମନ୍କେ ବୁଜାୟ୍କଃରି ଅନିସିମକେ ମିସାଉଁକେ ସାସ୍ ଦଃୟ୍ କଃଉଁଲା ଗଟ୍ ବିସ୍ୱାସି ବାୟ୍ ଇସାବେ ତାକେ ସେବା କଃରୁକେ ମିସାଉଁକେ କଃଉଁଲା ୧:୧୩-୧୪ ।
ଇ ଚିଟି ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ପିଲିମନ୍କେ ପାଉଲ ଜୁଆର୍ ଜାଣାଉଁଲା । ୧:୧-୩
୨. ପିଲିମନ୍ ଅନିସିମକେ କ୍ରିସ୍ଟିଆନ୍ ବାୟ୍ ଇସାବେ ତାକେ ମିସାଉଁକେ ପାଉଲ କଃଉଁଲା । ୧:୪-୨୧
୩. ତାର୍ ଜାତା ଲଳା ବିସୟେ ଆର୍ ତାର୍ ଜୁଆର୍ ବିସୟେ । ୧:୨୨-୨୫