୩ ଜହନ୍
ଯୋହନଙ୍କ ଲିଖିତ ତ୍ରୁତୀୟ ପତ୍ର
ଜହନ୍ ଲେକ୍ଲା ତିନି ଲଃମର୍ ଚିଟି
୩ ଜହନ୍ ଚିଟି ବିସୟେ ହଃଦେକ୍
ତିନି ଲମର ଜହନାର୍ ଚିଟି ୫୦–୧୦୦ ମଃସିଆ ବିତ୍ରେ ଜହନ୍ ଲେକିରିଲା ଜହନ୍ ନିଜେ ଲେକୁ ବଃଲି ନଃକୟ୍ ନିଜେ ପାରାଚିନ୍ ବଃଲି ଲେକୁଲା ୧:୧ ସେ ଦୁୟ୍ ତରାର୍ ଚିଟି ତଃୟ୍ ଜଃନ୍କଃରି ଲେକି ରିଲା ୨ ଜହ ୧:୧ ଇରି ଜାଣା ହଃଳୁଲି ଜେ, ସେ ଏପିସିଏ ରିଲା ବଃଳ୍ ଜହନ୍ ନିକ କବୁର୍ ସଃଙ୍ଗ୍ ୩ ଗଟ୍ ଚିଟି ହେଁ ଲେକିରିଲା, ଜୁୟ୍ରିମଃନ୍ ଅଃଉଁଲି ୧ ଜହନ୍, ୨ ଜହନ୍ ଆର୍ ୩ ଜହନ୍ ।
ଜହନ୍ ଗାୟ ନାଉଁଆର୍ ଗଟ୍ ବିସ୍ୱାସିକେ ଇ ଚିଟି ତଃୟ୍ ଲେକୁଲା । ସେ ଗାୟକେ ଗଟେକ୍ ସଃଙ୍ଗୁଆଳି ବାବେ କୟ୍କଃରି ସେ ଜଃଗାୟ୍ ଏଣେ ତେଣେ ଅୟ୍ରିଲା କ୍ରିସ୍ଟିଆନ୍ ବାୟ୍ବେଣିମଃନ୍କେ ଲେକୁଲା ।
ଇ ବଇ ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ଜହନ୍ ତାର୍ ଚିଟିର୍ ଟିକ୍ଣା ଜାଣାଉଁଲା । ୧:୧
୨. ଜହନ୍ ଗାୟକେ ସାସ୍ ଦେତାର୍ ଆର୍ ବିସ୍ୱାସି ମଃନ୍କେ ସିକ୍ୟା ଦେଉଁଲା । ୧:୨-୮
୩. ଜହନ୍ ଦିଅତ୍ରପା ଆର୍ ଦିମତ୍ରିଅସ୍ ବିସୟେ କଃଉଁଲା । ୧:୯-୧୨
୪. ଜହନାର୍ ସଃରାସଃରି କଃତା । ୧:୧୩-୧୪